କିଆପତ୍ର Kiāpatra

  • ଦେ. ବି. (ସଂ. କେତକ ଓ ପତ୍ର) — ଛୋଟ କିଆପତ୍ର ଆକୃତିବିଶିଷ୍ଟ ସ୍ତ୍ରୀମାନଙ୍କ ଜୁଡ଼ାର ସୁନା ଅଳଙ୍କାରବିଶେଷ — A gold ornament for putting on the chignon or dressed hair of females, resembling small petals of the screwpine plant
  • ପ୍ରାଦେ. (ଗଞ୍ଜାମ) ବି — କଣ୍ଠର ଅଳଙ୍କାରବିଶେଷ — A leaf-like ornament for the neck worn by females