କିଂବଦନ୍ତୀ Kiṁbadantī
- ସଂ. ବି. (କିଂ=କଅଣ+ବଦ୍ ଧାତୁ+ଅନ୍ତି+ସ୍ତ୍ରୀ. ଈ) ଲୋକେ କଅଣ କହନ୍ତି) — ଜନଶ୍ରୁତି; ଜନରବ; ଉଡ଼ା ଖବର — Rumour
- ସଂ. ବି. (କିଂ=କଅଣ+ବଦ୍ ଧାତୁ+ଅନ୍ତି+ସ୍ତ୍ରୀ. ଈ) ଲୋକେ କଅଣ କହନ୍ତି) — ଲିପିବଦ୍ଧ ନ ହୋଇ ପୁରୁଷାନୁକ୍ରମରେ ମୁଖପରମ୍ପରାରେ କାଳକ୍ରମେ କଥିତ ହୋଇ ଆସୁଥିବା ବିଷୟ — Traditions handed down orally from generation to generation
- ସଂ. ବି. (କିଂ=କଅଣ+ବଦ୍ ଧାତୁ+ଅନ୍ତି+ସ୍ତ୍ରୀ. ଈ) ଲୋକେ କଅଣ କହନ୍ତି) — ଲୋକପବାଦ (ପ୍ରକୃତିବାଦ) — Scandal