କା

  • ଦେ. ସର୍ବନାମ (ସଂ. କିମ୍) — କାହାର — Whose
  • ଦେ. ସର୍ବନାମ (ସଂ. କିମ୍) — ବୋଲିଛନ୍ତି ଯାହା ତା ସହିବ କା କାୟେ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ସର୍ବନାମ (ସଂ. କିମ୍) — [ଦ୍ର—କିମ୍ ଶବ୍ଦରୁ ଓଡ଼ିଆ ଷଷ୍ଠୀ ବିଭକ୍ତି ଏକବଚନରେ 'କାଳ' ଓ 'କାହାର' ହୁଏ, କଥାବାର୍ତ୍ତାରେ ଲେଖାରେ ବେଳେବେଳେ 'କାର' ଶବ୍ଦରୁ 'ର' ଲୋପ କରି 'କା' ରହେ।]
  • ଦେ. ଅ. ବି. (ଧ୍ୱନ୍ୟନୁକରଣ) — କାଆ (ଦେଖ) — Kāā (See)
  • ଦେ. ଅବ୍ଯୟ — ଅସମାପିକା କ୍ରିୟାର ଦୁଇ ଥର ପ୍ରୟୋଗ ପରେ ପ୍ରଯୁକ୍ତ ଅବ୍ଯୟ — A particle used after a double use of the present participle to denote long continuance of an act
  • ଦେ. ଅବ୍ଯୟ — ବୋହି ବୋହିକା ଯିବ ଶିରେ ପାତକଓଳିଆ। ଭିକାରୀଚରଣ, ଗୀତଲହରୀ।
  • ଦେ. ଅବ୍ଯୟ — [ଦ୍ର—ଦୁଇ ଥର ବ୍ଯବହାର କରାଯିବା କ୍ରିୟା ବହୁକାଳ ପର୍ଯ୍ୟନ୍ତ କରାଯିବାର ଭାବ ଉପରେ ଜୋର ଦେବା ପାଇଁ ଏହି 'କା' ଯୋଗ କରାଯାଏ]