କାୟସ୍ଥା Kāyasthā

  • ସଂ. ବି. ସ୍ତ୍ରୀ. (କାୟସ୍ଥ+ସ୍ତ୍ରୀ. ଆ) — କାୟସ୍ଥ ସ୍ତ୍ରୀ — A kāyastha female
  • ସଂ. ବି. ସ୍ତ୍ରୀ. (କାୟସ୍ଥ+ସ୍ତ୍ରୀ. ଆ) — ହରିତକୀ; ହରିଡ଼ା — Myrobalan
  • ସଂ. ବି. ସ୍ତ୍ରୀ. (କାୟସ୍ଥ+ସ୍ତ୍ରୀ. ଆ) — ଧାତ୍ରୀବୃକ୍ଷ; ଅଁଏଳାଗଛ ଓ ଫଳ — The Emblic Myrobalan
  • ସଂ. ବି. ସ୍ତ୍ରୀ. (କାୟସ୍ଥ+ସ୍ତ୍ରୀ. ଆ) — କାକୋଳୀ — A febrifuge vegetable substance
  • ସଂ. ବି. ସ୍ତ୍ରୀ. (କାୟସ୍ଥ+ସ୍ତ୍ରୀ. ଆ) — ତୁଳସୀ — The Tulsi plant; the Holy Basil plant