କାହ୍ନୁପାଦ Kāhnupāda

  • ଦେ. ବି — ଦଶମ ଶତାବ୍ଦିର କୃଷ୍ଣାଚାର୍ଯ୍ୟ ନାମକ ଜଣେ ଓଡ଼ିଆ ତନ୍ତ୍ରସାଧକ — Name of Oria Tantra-worshipper
  • ଦେ. ବି — [ଦ୍ର—ଏହାଙ୍କ ରଚିତ ଏନେକ ଗୁଡ଼ିଏ ତାନ୍ତ୍ରିକ ପଦ ବଙ୍ଗୀୟ ପଣ୍ଡିତ ମହାମହୋପାଧ୍ୟାୟ ହର ପ୍ରସାଦ ଶାସ୍ତ୍ରୀ ନେପାଳରୁ ପ୍ରାପ୍ତ ହୋଇ ତାଙ୍କ ସଙ୍କଳିତ ବୌଦ୍ଧଗାନ ଓ ଦୋହାରେ ସନ୍ନିବେଶିତ କରି ଅଛନ୍ତି ଓ ସେଥିରେ ଭାଷା 1 ମ ଶତାଦ୍ଦିର ବଙ୍ଗଳା ଭାଷା ଥିବାର ଦାବୀ କରି ଅଛନ୍ତି। ଏ ଭାଷାକୋଷର ପ୍ରଥମ ଖଣ୍ଡର ଅବତରଣିକା ଦେଖ।] — [ଦ୍ର—ଏହାଙ୍କ ରଚିତ ଏନେକ ଗୁଡ଼ିଏ ତାନ୍ତ୍ରିକ ପଦ ବଙ୍ଗୀୟ ପଣ୍ଡିତ ମହାମହୋପାଧ୍ୟାୟ ହର ପ୍ରସାଦ ଶାସ୍ତ୍ରୀ ନେପାଳରୁ ପ୍ରାପ୍ତ ହୋଇ ତାଙ୍କ ସଙ୍କଳିତ ବୌଦ୍ଧଗାନ ଓ ଦୋହାରେ ସନ୍ନିବେଶିତ କରି ଅଛନ୍ତି ଓ ସେଥିରେ ଭାଷା1ମ ଶତାଦ୍ଦିର ବଙ୍ଗଳା ଭାଷା ଥିବାର ଦାବୀ କରି ଅଛନ୍ତି ଏ ଭାଷାକୋଷର ପ୍ରଥମ ଖଣ୍ଡର ଅବତରଣିକା ଦେଖ]