କାହ୍ନୁ ଦାଶ Kāhnu dāṡa

  • ଦେ. ବି. (ନାମ) — ପ୍ରାଚୀନ ଓଡ଼ିଆ କବିବିଶେଷ — An ancient Oria poet
  • ଦେ. ବି. (ନାମ) — [ଦ୍ର—ଗଞ୍ଜାମ ଜିଲ୍ଲା ଧରାକୋଟ ରାଜ୍ୟର ମଙ୍ଗଳପୁର ଗ୍ରାମରେ ଏହାଙ୍କର ଜନ୍ମ। ସେ ଜାତିରେ ବ୍ରାହ୍ମଣ ଥିଲେ। 'ରାମରସାମୃତ ସିନ୍ଧୁ' ନାମକ ଗ୍ରନ୍ଥ ତାହାଙ୍କଦ୍ୱାରା ରଚିତ।]