କାହିଁର Kāhiñra
- ଦେ. ଅ. — କାହାର — Whose
- ଦେ. ଅ. — କେଉଁ ସ୍ଥାନରେ — Of which place
- ଦେ. ଅ. — ଅଜ୍ଞାତ ଦେଶର — Of an unknown place
- ଦେ. ଅ. — ଆଗେ ଓଗାଳିଣ ସେ ବୋଲଇ ମହାବୀର ଏ ପୁରେ ପଶିଲୁ ତୁରେ କାହିଁକି ବାନର। ବିଶ୍ୱନାଥ, ବିଚିତ୍ରରାମାୟଣ।
- ଦେ. ଅ. — କେଉଁ ବିଷୟରେ — Of which matter