କାହିଁକି Kāhiñki

  • ଦେ. ଅ. — କି ନିମନ୍ତେ; କିପାଇଁ; କେଉଁ କାରଣରୁ — Why; what for; wherefore
  • ପ୍ରାଦେ. (ଗଡ଼ଜାତ) ଅ — କେଉଁଠାକୁ — To what place