କାହିଁ ପାଇଁ କି Kāhiñpāiñki

  • ଦେ. ଅ. — କିପାଇଁ; କାହିଁକି — Why
  • ଦେ. ଅ. — ବଳିତ ପଡ଼ିଅଛି ଉତ୍କଣ୍ଠା ମୋହର। କହ କାହିଁ ପାଇଁକି ନ କଲୁ ତୋହର। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ଅ. — କେଉଁ କାରଣରୁ — From what reason; wherefore