କାସ୍କେଟ୍ Kāskeṭ
- ବୈଦେ. ବି. (ଇଂ) — ଧାତୁନିର୍ମିତ ଲମ୍ବ ଆଧାର ବା ନଳି; ଡବ୍ୱା — Casket
- ବୈଦେ. ବି. (ଇଂ) — [ଦ୍ର—ଏଥିରେ କଗଜପତ୍ର, ସନନ୍ଦ, ଅଭିନନ୍ଦନପତ୍ର ଆଦି ରଖାଯାଏ। ରାଜା, ମହାରାଜା ଓ ବଡ଼— ଲୋକମାନଙ୍କୁ ଅଭିନନ୍ଦନପତ୍ର ଦେବା ବେଳେ ଅଭିନନ୍ଦନ ପତ୍ର ପଢ଼ା ହେଲା ପରେ ତାହା ଗୁଡ଼ିଆ ହୋଇ ଏଥିରେ ରଖାଯାଇ ସେମାନଙ୍କୁ ଭେଟି ଦିଆଯାଏ।]