କାଶ୍ମୀରା Kāṡmīrā

  • ସଂ. ବି. (କାଶ୍ମୀର+ସ୍ତ୍ରୀ. ଆ) — ଅତିବିଷା (ଦେଖ) — Atibishā (See)
  • ଦେ. ବି. — ମୋଟା ଶୀତବସ୍ତ୍ରବିଶେଷ—(ଏହା ପୂର୍ବେ କାଶ୍ମୀର ଦେଶରେ ପ୍ରସ୍ତୁତ ହେଉଥିଲା) — A kind of coarse wollen wrapper originally manufactured in Kashmere