କାଶ୍ମୀରଜ Kāṡmīraja

  • ସଂ. ବିଣ.—(କାଶ୍ମୀର+ଜନ ଧାତୁ+କର୍ତ୍ତୃ. ଅ) — କାଶ୍ମୀର ଦେଶ ଜାତ — Produced in Kashmere
  • ସଂ. ବି. — କୁଙ୍କୁମ; ଜାଫ୍ରାନକେଶର — Saffron
  • ସଂ. ବି. — ପଦ୍ମମୂଳ — The root of the lotus plant