କାଶୀବାସ Kāṡībāsa

  • ସଂ. ବି. ( 7 ମୀ ତତ୍; କାଶୀ+ବାସ) — ଶେଷଜୀବନ କାଶୀକ୍ଷେତ୍ରରେ କଟାଇ କାଶୀରେ ମଲେ ପରଲୋକରେ ଶିବଲୋକ ପାଇବା ଉଦ୍ଦେଶ୍ୟରେ କାଶୀରେ ରହିବା — Stay at Banares for passing the old age there with the hope of attaining beatitude after death