କାଶୀନାଥ Kāṡīnātha

  • ସଂ. ବି ( 6 ଷ୍ଠି ତତ୍; କାଶୀ+ନାଥ) — ମହାଦେବ — God Ṡiba
  • ସଂ. ବି ( 6 ଷ୍ଠି ତତ୍; କାଶୀ+ନାଥ) — କାଶୀରେ ପ୍ରତିଷ୍ଠିତ ବିଶ୍ୱେଶ୍ୱର ବା ବିଶ୍ୱନାଥଙ୍କ ଶିବଗ୍ରହ — The idol of Ṡiba-linga situate in Benares
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males