କାଶୀଚିନି Kāṡīchini

  • ଦେ. ବି — ଭାରତପ୍ରସ୍ତୁତ ବା ଦେଶୀୟ ଚିନି — India-made white sugar
  • ଦେ. ବି — [ଦ୍ର—ଏହା କାଶୀ ନିକଟରେ ପ୍ରସ୍ତୁତ ହେଉଥିଲା। ଏହାର ବର୍ଣ୍ଣ ଫିକା ଓ ବିଦେଶୀ ଚିନି ପରି ଏହାର ଦାନା ସବୁ ବଡ଼ବଡ଼ ନୁହେଁ।]