କାଶିବା Kāṡibā

  • ଦେ.କ୍ରି. (ସଂ. କାଶ) — କଣ୍ଠନାଳୀରୁ ଶ୍ଳେଷ୍ମା ବା ଖଙ୍କାର ବାହାର କରିବା ପାଇଁ ଶବ୍ଦ କରିବା; କାସିବା — To cough