କାଶିନ୍ଦି Ksṡindi

  • ଦେ.ବି (ସଂ. କାଶମର୍ଦ୍ଦ) — କାଶମର୍ଦ୍ଦ (ଦେଖ) — Kāṡamardda (See)
  • ଦେ.ବି (ସଂ. କାଶମର୍ଦ୍ଦ) — କଞ୍ଚା ଆମ୍ବକୁ ଟାକୁଆ ସହିତ ଚିରୁଡ଼ା କରି କାଟି ସେଥିରୁ କୋଇଲି କାଢ଼ିଦେଇ ସେଥିରେ ବେସର ଗୋଳାଇ ସୋରିଷ ତେଲରେ ସନ୍ତୁଳି ପ୍ରସ୍ତୁତ କରାଯିବା ଆଚାର — A kind of mango-pickle