କାଶମର୍ଦ୍ଦ Kāṡamardda

  • ସଂ. ବି. (କାଶ=କାଶରୋଗ+ମୃଦ୍ ଧାତୁ=ନାଶ କରିବା +କର୍ତ୍ତୃ. ଅ; ଏହା କାଶରୋଗର ଉପକାରୀ) — କାଶୁଣ୍ଡିଶାଗ — A herb; Cassia Sophora
  • ସଂ. ବି. (କାଶ=କାଶରୋଗ+ମୃଦ୍ ଧାତୁ=ନାଶ କରିବା +କର୍ତ୍ତୃ. ଅ; ଏହା କାଶରୋଗର ଉପକାରୀ) — [ଦ୍ର—ଏହାର ପତ୍ର ରୁଚିକର, ବୃଷ୍ୟ, ମଧୁରସର, ପାରକ, କଣ୍ଠଶୋଧକ ଏବଂ ବିଷଦୋଷ, ରକ୍ତଦୁଷ୍ଟି, କଫ ଓ ବାୟୁନାଶକ। ଏହା କାଶଘ୍ନ, ମଳ— ସଂଗ୍ରାହକ, ଲଘୁପାକ ଓ ପିତ୍ତଦୁଷ୍ଟି— ନାଶକ।]
  • ସଂ. ବି. (କାଶ=କାଶରୋଗ+ମୃଦ୍ ଧାତୁ=ନାଶ କରିବା +କର୍ତ୍ତୃ. ଅ; ଏହା କାଶରୋଗର ଉପକାରୀ) — ଚାକୁଣ୍ଡା ଗୁଳ୍ମ — The Cassia plant
  • ସଂ. ବି. (କାଶ=କାଶରୋଗ+ମୃଦ୍ ଧାତୁ=ନାଶ କରିବା +କର୍ତ୍ତୃ. ଅ; ଏହା କାଶରୋଗର ଉପକାରୀ) — [ଦ୍ର—ଏକଜାତୀୟ ଶାକଗୁଳ୍ମ। ଏହାର ପତ୍ର ଶାଗ ହୁଏ ଏବଂ ଛୁଇଁ ତରକାରି ଓ ଭଜା ହୁଏ।]