କାଶତଣ୍ଡୀ Kāṡataṇḍī

  • ଦେ. ବି. (ଏକାର୍ଥକ ସହଚର; ସଂ. କାଶ+ଓ. ତଣ୍ଡୀ) — କାଶତୃଣ — A kind of reed; Sachharum Spontanneum
  • ଦେ. ବି. (ଏକାର୍ଥକ ସହଚର; ସଂ. କାଶ+ଓ. ତଣ୍ଡୀ) — କାଶତଣ୍ଡୀଫୁଲେ ମହୀ ଦିଶଇ ଧବଳ—ମଧୁସୂଧନ, ଛାନ୍ଦମାଳା।