କାଳୀପୂଜା Kāḻīpūjā

  • ସଂ. ବି. ( 6 ଷ୍ଠୀ ତତ୍; କାଳୀ+ପୂଜା) — କାଳୀଠାକୁରାଣୀଙ୍କ ପୂଜା — Worship of the Goddess Kāḻī
  • ସଂ. ବି. ( 6 ଷ୍ଠୀ ତତ୍; କାଳୀ+ପୂଜା) — [ଦ୍ର—କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ କାଳୀମୂର୍ତ୍ତିଙ୍କର ପ୍ରତିଷ୍ଠା ଓ ପୂଜା କରାଯାଏ।] — The 14th day of the dark fortnight of the month of Kārttika when the image of Kāḻī is set up and worshipped