କାଳିୟଦଳନ Kāḻiyadaḻana
- ସଂ. ବି. — ( 6 ଷ୍ଠୀ ତତ୍; କାଳିୟ+ଦଳନ)— ଶ୍ରାକୃଷ୍ଣଙ୍କଦ୍ୱାରା କାଳିୟନାଗର ନିର୍ଯ୍ୟାତନ — (6ଷ୍ଠୀ ତତ୍; କାଳିୟ+ଦଳନ)— ଶ୍ରାକୃଷ୍ଣଙ୍କଦ୍ୱାରା କାଳିୟନାଗର ନିର୍ଯ୍ୟାତନ— The crushing of Kāḻiya Nāga by Ṡtīkṛushṇa
- ସଂ. ବି. — (କାଳିୟକୁ ଦଳନ କରିଥିବାରୁ) ଶ୍ରୀକୃଷ୍ଣ — A name of Ṡrīkṛushṇa
- ସଂ. ବି.—ସଂ. ବିଣ. ପୁଂ.—(ବହୁବ୍ରୀହି) — କାଳିୟର ଦଳନକାରୀ; କାଳିୟକୁ ଯେ ପରାଜିତ କରି ଅଛନ୍ତି — One who has crushed or vanquished the Kāḻiya Nāga