କାଳିନ୍ଦୀ Kāḻindī

  • ସଂ. ବି. ସ୍ତ୍ରୀ. (କଳିନ୍ଦ=ପର୍ବତବିଶେଷ ବା ସୂର୍ଯ୍ୟ+ଅପତ୍ୟାର୍ଥରେ. ଅ+ସ୍ତ୍ରୀ. ଈ) — ଯମୁନା ନଦୀ — The river J̄amunā
  • ସଂ. ବି. ସ୍ତ୍ରୀ. (କଳିନ୍ଦ=ପର୍ବତବିଶେଷ ବା ସୂର୍ଯ୍ୟ+ଅପତ୍ୟାର୍ଥରେ. ଅ+ସ୍ତ୍ରୀ. ଈ) — କୃଷ୍ଣଙ୍କ ପତ୍ନୀବିଶେଷ — One of the married wives of Kṛushṇa
  • ସଂ. ବି. ସ୍ତ୍ରୀ. (କଳିନ୍ଦ=ପର୍ବତବିଶେଷ ବା ସୂର୍ଯ୍ୟ+ଅପତ୍ୟାର୍ଥରେ. ଅ+ସ୍ତ୍ରୀ. ଈ) — ଅସୁରକନ୍ୟାବିଶେଷ — Name of a daughter of a demon
  • ସଂ. ବି. ସ୍ତ୍ରୀ. (କଳିନ୍ଦ=ପର୍ବତବିଶେଷ ବା ସୂର୍ଯ୍ୟ+ଅପତ୍ୟାର୍ଥରେ. ଅ+ସ୍ତ୍ରୀ. ଈ) — (ବୈଦିକ) କଳମ୍ବଜାତୀୟ ରକ୍ତତିହୁଡ଼ି ଲତା — Ipomœa Turpethum (creeper)