କାଳିନ୍ଦୀକୂଳିଆ Kāḻindīkūḻiā

  • ଦେ. ବିଣ. (କାଳିନ୍ଦୀ=ଯମୁନା+କୂଳିଆ; ଯମୁନା କୂଳରେ ବଂଶୀ ବଜାଉଥିବାରୁ) — ଶ୍ରାକୃଷ୍ଣଙ୍କ ବିଶେଷଣ — An epithet of Ṡrīkṛushṇa
  • ଦେ. ବିଣ. (କାଳିନ୍ଦୀ=ଯମୁନା+କୂଳିଆ; ଯମୁନା କୂଳରେ ବଂଶୀ ବଜାଉଥିବାରୁ) — କାଳିନ୍ଦୀ ନଦୀକୂଳରେ ବିଚରଣକାରୀ — Frequenting the banks of the river Jamunā