କାଳିଞ୍ଜନ Kāḻin̄jana

  • ସଂ. ବି. (ନାମ) — ମୁନିବିଶେଷ; ବ୍ରହ୍ମାଙ୍କ ପୁତ୍ର — A sage; son of Brahmā
  • ସଂ. ବି. (ନାମ) — ରାମାୟଣବର୍ଣ୍ଣିତ ମର୍କଟ ଯୂଥପତି — Name of a general of the monkey-army described in the Rāmāyaṇa