କାଳିଙ୍ଗ Kāḻiṅga
- ସଂ. ବି. (କଳିଙ୍ଗ+ଅ) — କଳିଙ୍ଗ ଦେଶର ରାଜା — A king of Kaḻiṅga
- ସଂ. ବି. (କଳିଙ୍ଗ+ଅ) — କଳିଙ୍ଗଦେଶବାସୀ ବ୍ଯକ୍ତି — An inhabitant of Kaḻiṅga
- ସଂ. ବିଣ — କଳିଙ୍ଗଦେଶସମ୍ବନ୍ଧୀୟ — Relating to the Kaḻiṅga country
- ସଂ. ବିଣ — କଳିଙ୍ଗଦେଶଜାତ — Produced in Kaḻiṅga
- ସଂ. ବିଣ — କଳିଙ୍ଗଦେଶବାସୀ — Residing in Kaḻiṅga