କାଳିଙ୍ଗୀ Kāḻiṅgī
- ପ୍ରାଦେ. (ଗଞ୍ଜାମ) ବି. (ସଂ. କଳିଙ୍ଗ) — କାଳିଞ୍ଜି (ଦେଖ) — Kāḻin̄ji (See)
- ପ୍ରାଦେ. (ଗଞ୍ଜାମ) ବି. (ସଂ. କଳିଙ୍ଗ) — ଗଞ୍ଜାମ ଓ ବିଶାଖାପଟଣାଅଧିବାସୀ ତେଲଙ୍ଗାଭାଷୀ ଓଡ଼ିଆ ଶୂଦ୍ରଜାତିବିଶେଷ (ଏମାନେ କାଳିଞ୍ଜିଙ୍କଠାରୁ ପୃଥକ୍) — A caste of Telugu-speaking Oriya Ṡūdras in the districts of Ganjam and Vizagapatam