କାଳି କରିବା Kāḻi karibā

  • ଦେ. କ୍ରି. — ଦୋକାନୀଠାରୁ ସଉଦା ଆଦି ଧାରରେ ଆଣିବା; ଉଠାଣ କରିବା — To purchase commodities on credit
  • ଦେ. କ୍ରି. — (ପ୍ରାଚୀନ ବ୍ଯବହାର)—ଗୋରୁ ପଲକୁ ଅଡ଼ାଇବା ବା ଘଉଡ଼ାଇବା — To drive a flock of cattle
  • ଦେ. କ୍ରି. — କୁରୁସେନା ଗାବଙ୍କୁ ସାୟକ ବାଡ଼ି ଧରି। ସାତୁକି ଗହୁଡ଼ଟି ନେଲେ କାଳି କରି। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।
  • ପ୍ରାଦେ. (ଗଡ଼ଜାତ) କ୍ରି. (ବହୁଲୋକ) — ବଣର ଚାରିଆଡ଼ୁ ଘେରି ବଣଜନ୍ତୁଙ୍କୁ ଶିକାରୀ ନିକଟକୁ ତଡ଼ି ଆଣିବା — To drive wild beasts to the hunter by beating the jungle