କାଳଶତ୍ରୁ Kāḻaṡatru

  • ସଂ. ବି. (ରୂପକ କର୍ମଧା; କାଳ+ଶତ୍ରୁ) — ଭୟଙ୍କର ବା ଅତିଶୟ ଯନ୍ତ୍ରଣାଦାୟକ ଶତ୍ରୁ — A tormenting enemy
  • ସଂ. ବି. (ରୂପକ କର୍ମଧା; କାଳ+ଶତ୍ରୁ) — ମାରାତ୍ମକ ଶତ୍ରୁ — A mortal enemy