କାଳରାତ୍ରୀ Kāḻarātri
- ସଂ. ବି. —(ରୂପକ; କାଳ+ରାତ୍ରି) — ବିପଦ ବା ମୃତ୍ୟୁ ଆଦି ନାନା ଅଶୁଭ ଘଟନା ଘଟିବାର ରାତ୍ରି — A night in which dreadful events take place
- ସଂ. ବି. —(ରୂପକ; କାଳ+ରାତ୍ରି) — ହିନ୍ଦୁ ଜ୍ୟୋତିଷ ମତରେ ରାତ୍ରିର ଅଶୁଭକର ସମୟ — Inauspicious period of the night according to Hindu astrology
- ସଂ. ବି. —(ରୂପକ; କାଳ+ରାତ୍ରି) — ଝଡ଼ ବର୍ଷା ଆଦି ହେଉଥିବା ଘୋର ଅନ୍ଧକାରମୟ ରାତ୍ର — Dreadful dark night of rain and storm
- ସଂ. ବି. —(ରୂପକ; କାଳ+ରାତ୍ରି) — କଳ୍ପାନ୍ତ କାଳର ରଜନୀ — The long night which will shroud the universe at the end of a Kaḻpa when the creation will be deluged with the universal flood