କାଳବେଳା Kāḻabeḻā
- ସଂ. ବି. ( 6 ଷ୍ଠୀ ତତ୍; କାଳ=ଶନି+ବେଳା=ସମୟ) — ଜ୍ୟୋତିଷମତେ ସପ୍ତାହର ଭିନ୍ନ ଭିନ୍ନ ନିର୍ଦ୍ଦିଷ୍ଟ ଅଶୁଭ ସମୟ; ବାରବେଳା — Certain inauspicious periods of each day of the week according to Hindu astrology
- ସଂ. ବି. ( 6 ଷ୍ଠୀ ତତ୍; କାଳ=ଶନି+ବେଳା=ସମୟ) — କାଳବେଳା ହୋଇଅଛି ବେଳ ଶନିଶ୍ଚର— ସାରଳା, ମହାଭାରତ, ବିରାଟ।
- ସଂ. ବି. ( 6 ଷ୍ଠୀ ତତ୍; କାଳ=ଶନି+ବେଳା=ସମୟ) — [ଦ୍ର—ଏ ସମୟରେ ଯାତ୍ରାଦି ଶୁଭକର୍ମ ନିଷିଦ୍ଧ।]
- ସଂ. ବି. ( 6 ଷ୍ଠୀ ତତ୍; କାଳ=ଶନି+ବେଳା=ସମୟ) — କାଳବେଳା ସମ୍ବନ୍ଧେ ଓଡ଼ିଆ ଡାକଋଷି ବଚନ:
- ସଂ. ବି. ( 6 ଷ୍ଠୀ ତତ୍; କାଳ=ଶନି+ବେଳା=ସମୟ) — ରବି ଦଶ ଘଡ଼ି ସୋମ ଚଉଠା, ବାର ମଙ୍ଗଳ ପଣ୍ଡିତ ଷଠା, ଗୁରୁ ଚଉଦ ମନ୍ତ୍ରୀ ଆଠ, ଉଦୟ ଅସ୍ତ ଶନିର ଘାଟ।
- ସଂ. ବି. ( 6 ଷ୍ଠୀ ତତ୍; କାଳ=ଶନି+ବେଳା=ସମୟ) — ରବି ଦିବସ 5 ମ ଯାମାର୍ଦ୍ଧ ଓ ରାତ୍ରି 6 ଷ୍ଠ ଯାମାର୍ଦ୍ଧ; — ରବି ଦିବସ5ମ ଯାମାର୍ଦ୍ଧ ଓ ରାତ୍ରି6ଷ୍ଠ ଯାମାର୍ଦ୍ଧ;
- ସଂ. ବି. ( 6 ଷ୍ଠୀ ତତ୍; କାଳ=ଶନି+ବେଳା=ସମୟ) — ସୋମ—ଦିବସ 2 ୟ ଯାମାର୍ଦ୍ଧ ଓ ରାତ୍ରି 4 ର୍ଥ ଯାମାର୍ଦ୍ଧ; — ସୋମ—ଦିବସ2ୟ ଯାମାର୍ଦ୍ଧ ଓ ରାତ୍ରି4ର୍ଥ ଯାମାର୍ଦ୍ଧ;
- ସଂ. ବି. ( 6 ଷ୍ଠୀ ତତ୍; କାଳ=ଶନି+ବେଳା=ସମୟ) — ମଙ୍ଗଳ—ଦିବସ 6 ୟ ଯାମାର୍ଦ୍ଧ ଓ ରାତ୍ରି 2 ୟ ଯାମାର୍ଦ୍ଧ; — ମଙ୍ଗଳ—ଦିବସ6ୟ ଯାମାର୍ଦ୍ଧ ଓ ରାତ୍ରି2ୟ ଯାମାର୍ଦ୍ଧ;
- ସଂ. ବି. ( 6 ଷ୍ଠୀ ତତ୍; କାଳ=ଶନି+ବେଳା=ସମୟ) — ବୁଧ—ଦିବସ 3 ୟ ଯାମାର୍ଦ୍ଧ ଓ ରାତ୍ରି 7 ମ ଯାମାର୍ଦ୍ଧ; — ବୁଧ—ଦିବସ3ୟ ଯାମାର୍ଦ୍ଧ ଓ ରାତ୍ରି7ମ ଯାମାର୍ଦ୍ଧ;
- ସଂ. ବି. ( 6 ଷ୍ଠୀ ତତ୍; କାଳ=ଶନି+ବେଳା=ସମୟ) — ଗୁରୁ—ଦିବସ 7 ମ ଯାମାର୍ଦ୍ଧ ଓ ରାତ୍ରି 5 ମ ଯାମାର୍ଦ୍ଧ; — ଗୁରୁ—ଦିବସ7ମ ଯାମାର୍ଦ୍ଧ ଓ ରାତ୍ରି5ମ ଯାମାର୍ଦ୍ଧ;
- ସଂ. ବି. ( 6 ଷ୍ଠୀ ତତ୍; କାଳ=ଶନି+ବେଳା=ସମୟ) — ଶୁକ୍ର—ଦିବସ 4 ର୍ଥ ଯାମାର୍ଦ୍ଧ ଓ ରାତ୍ରି 3 ୟ ଯାମାର୍ଦ୍ଧ; — ଶୁକ୍ର—ଦିବସ4ର୍ଥ ଯାମାର୍ଦ୍ଧ ଓ ରାତ୍ରି3ୟ ଯାମାର୍ଦ୍ଧ;
- ସଂ. ବି. ( 6 ଷ୍ଠୀ ତତ୍; କାଳ=ଶନି+ବେଳା=ସମୟ) — ଶନି—ଦିବସ 1 ମ ଯାମାର୍ଦ୍ଧ ଓ ରାତ୍ରି 1 ମ ଯାମାର୍ଦ୍ଧ; — ଶନି—ଦିବସ1ମ ଯାମାର୍ଦ୍ଧ ଓ ରାତ୍ରି1ମ ଯାମାର୍ଦ୍ଧ;