କାଳବିକାଳ Kāḻabikāḻa

  • ଦେ. ବି. (ଦ୍ୱନ୍ଦ୍ୱ; କାଳ+ବିକାଳ) — ଯମକିଙ୍କର ଦ୍ୱୟ — Name of a pair of 'J̄ama's peons
  • ଦେ. ବି. (ଦ୍ୱନ୍ଦ୍ୱ; କାଳ+ବିକାଳ) — [ଦ୍ର—ଏମାନେ ମୃତବ୍ଯକ୍ତିର ଆତ୍ମାକୁ କାଳପାଶରେ ବାନ୍ଧି ଯମଙ୍କ ଛାମୁକୁ ନିଅନ୍ତି।]