କାଳପୃଷ୍ଠ Kāḻapṛushṭha

  • ସଂ. ବି. (ବହୁବ୍ରୀହି; କାଳ+ପୃଷ୍ଠ) — କଙ୍କପକ୍ଷୀ — The Numidian Crane
  • ସଂ. ବି. (ବହୁବ୍ରୀହି; କାଳ+ପୃଷ୍ଠ) — କର୍ଣ୍ଣଙ୍କ ଧନୁର ନାମ — The bow of king Karṇṇa
  • ସଂ. ବି. (ବହୁବ୍ରୀହି; କାଳ+ପୃଷ୍ଠ) — ମୃଗବିଶେଷ — A kind of antelope