କାଳପୁରୁଷ Kāḻapurusha

  • ସଂ. ବି — କୃଷ୍ଣବର୍ଣ୍ଣ ଶରୀରବିଶିଷ୍ଟ ବିକଟାକାର ଯମଙ୍କ କିଙ୍କର, ଯେ ଆସନ୍ନମୃତ୍ୟୁ ବ୍ଯକ୍ତିଙ୍କୁ ପରଲୋକକୁ ନେବା ପାଇଁ ଯମଙ୍କଠାରୁ ଆଦେଶ ଆଣି ଆସେ ଓ ଯାହାକୁ ସ୍ୱପ୍ନରେ ଦେଖିବା ବ୍ଯକ୍ତିର ଅଳ୍ପ ଦିନରେ ମୃତ୍ୟୁ ଘଟିବ ବୋଲି ଲୋକବିଶ୍ୱାସ — The black bodied hideous messenger of the God of Death who comes to dying people with J̄ama's order to take them
  • ସଂ. ବି — କାଳପୁରୁଷ ଯେ ତାହା ଲେଖନ କରଇ କାଳ ଯେ ପୁରୁଷ ତାର କାରଣ ଅଟଇ—ପ୍ରାଚୀ, ଶ୍ରୀ ଗୁରୁଭକ୍ତିଗୀତା।
  • ସଂ. ବି — ଯମ — The God of Death
  • ସଂ. ବି — ପୁରୁଷାକୃତ ନକ୍ଷତ୍ରପୁଞ୍ଜ — The constellation Orion
  • ସଂ. ବି — [ଦ୍ର—ଏହାର ମସ୍ତକ ମୃଗଶିରା ଓ ଗୋଟିଏ ଖୁଆମୁଣ୍ଡି ଆର୍ଦ୍ରା; ଏହାର କଟିବନ୍ଧ ଇଲ୍ୱଳା ତାରକାତ୍ରୟ। ଏହାର ଅନ୍ଯ ନାମ ଅଗ୍ରହାୟଣୀ।]
  • ସଂ. ବି — (ଜ୍ୟୋତିଷ) ଶୁଭାଶୁଭ ଜ୍ଞାନାର୍ଥେ ପୁରୁଷରୂପରେ ଅଙ୍କିତ ଜନ୍ମଲଗ୍ନାଦିକଳ୍ପିତ ଦ୍ୱାଦଶ ରାଶି — (astrology) The 12 signs of the zodiac drawn into the shape of a man