କାଳପର୍ଯ୍ୟାୟ Kāḻaparj̄yāya
- ସଂ. ବି. ( 6 ଷ୍ଠୀ ତତ୍; କାଳ+ପର୍ଯ୍ୟାୟ) — କାଳକ୍ରମ — Course of time
- ସଂ. ବି. ( 6 ଷ୍ଠୀ ତତ୍; କାଳ+ପର୍ଯ୍ୟାୟ) — କାଳ ବିପର୍ଯ୍ୟୟ; କାଳର ବୈପରୀତ୍ୟ ବା ବିପରୀତ ଗତି; କାଲର ଓଲଟା ଗତି; ଶୁଭ କାଳରେ ଅଶୁର ଘଟନା ଓ ଅଶୁଭ କାଳରେ ଶୁଭ ଘଟନା ଘଟିବାର ଅବସ୍ଥା — The going amiss of the time; state of unsuitable and unexpected events happening; the state of times being disjointed; the irony of times