କାଳଧର୍ମ Kāḻadharma
- ସଂ. ବି. ( 6 ଷ୍ଠୀ ତତ୍; କାଳ+ଧର୍ମ) — ମୃତ୍ୟୁ; ମରଣ — Death
- ସଂ. ବି. ( 6 ଷ୍ଠୀ ତତ୍; କାଳ+ଧର୍ମ) — ଯୁଗଧର୍ମ; ଯେଉଁ କାଳ ବା କାଳରେ ଯେଉଁ କଥା ବା ଆଚାର ଅବଶ୍ୟ ଘଟିବ — Things which must. happen in certain ages; the spirit of the times
- ସଂ. ବି. ( 6 ଷ୍ଠୀ ତତ୍; କାଳ+ଧର୍ମ) — ଯୁଗୋଚିତ ଆଚରଣ; ଯେଉଁ କାଳରେ ଯେଉଁ ଧର୍ମ ବା ଆଚରଣ କରାଯିବା ଉଚିତ — Line of conduct suitable to any time or season; acts which should be done on specified occasions