କାଳଦଣ୍ଡବାହା Kāḻadaṇḍa bāhā

  • ଦେ. ବି. (ସଂ. କାଳ+ଦଣ୍ଡବାହୀ) — ଯମ — The God 'J̄ama'
  • ଦେ. ବି. (ସଂ. କାଳ+ଦଣ୍ଡବାହୀ) — ତୃତୀୟ ବର କରି ମାଗୁଛି ମୁଁ ଏହା ଦିଅ ମୋତେ ଆହେ କାଳଦଣ୍ଡବାହା। କୃଷ୍ଣସିଂହ, ମହାଭାରତ, ବନ।