କାଳଦଇବତ Kāḻadaibata
- ଦେ. ବି. (ସଂ. କାଳ+ଦୈବତ) — କାଳଦେବତା; ମୃତ୍ୟୁଦେବତା — Death personified as a Deity
- ଦେ. ବି. (ସଂ. କାଳ+ଦୈବତ) — ଯମରାଜ — J̄ama, the king of Death
- ଦେ. ବି. (ସଂ. କାଳ+ଦୈବତ) — ମଲ୍ଲଙ୍କର ହୋଇଣ କାଳଦଇବତ ହେଳେ ନେଇ କଂସ ନୃପତିଙ୍କ ଜୀବିତ। କୃଷ୍ଣସିଂହ, ମହାଭାରତ, ଆଦି।