କାଳଗଙ୍ଗା Kāḻagaṅgā

  • ସଂ. ବି (କାଳ=କୃଷ୍ଣବର୍ଣ୍ଣ+ଗଙ୍ଗା) — କାଳିନ୍ଦୀ ବା ଯମୁନା ନଦୀ (ଏହାର ଜଳ କୃଷ୍ଣ ବା ନୀଳବର୍ଣ୍ଣ ଥିବାରୁ) — The J̄amunā river (having black water)