କାଳକ୍ଷେପଣ Kāḻakshepaṇa
- ସଂ. ବି ( 6 ଷ୍ଠୀ ତତ୍; କାଳ=କ୍ଷେପଣ) — କର୍ତ୍ତବ୍ୟକର୍ମର ନିର୍ଦ୍ଧାରିତ କାଳର ଲଘଂନ ବା ଅତିକ୍ରମଶ — Letting the fixed time pass
- ସଂ. ବି ( 6 ଷ୍ଠୀ ତତ୍; କାଳ=କ୍ଷେପଣ) — ସମୟ କଟାଇବା; କାଳ ଗୁଜାରିବା — Passing of time
- ସଂ. ବି ( 6 ଷ୍ଠୀ ତତ୍; କାଳ=କ୍ଷେପଣ) — ବୃଥାରେ ସମୟ ବ୍ଯୟ — Waste of time