କାଳକ୍ରମେ Kāḻakrame

  • ଦେ. ଅ — ସମୟକ୍ରମେ; କ୍ରମେ କ୍ରମେ ଗତ ହେଉଥିବା ସମୟ ଅନୁସାରେ — In the course of time; from time to time; from day to day or year to year
  • ଦେ. ଅ — ଉପଯୁକ୍ତ ସମୟ ଉପସ୍ଥିତ ହେଲେ — In due course