କାଳକୂଟ Kāḻakūṭā

  • ସଂ. ବି (କାଳ=ଯମ+କୂଟ୍ ଧାତୁ=ନଷ୍ଟକରିବା+କର୍ତ୍ତୃ ଅ; ଯାହା ଯମକୁ ମଧ୍ୟ ନଷ୍ଟ କରିପାରେ) — ହଳାହଳ; ମାରାତ୍ମକ ବା ଉଗ୍ର ଗରଳ (ଶିବ ଏହା ପାନ କରିବାରୁ ତାଙ୍କ କଣ୍ଠ ନୀଳବର୍ଣ୍ଣ ହୋଇ ଯାଇଥିବା ପୁରାଣ— ପ୍ରସିଦ୍ଧ) — A mortal poison (drunk by Mahādeba)