କାଳ ଗଡ଼ିବା Kāḻa gaṟḍ̠ibā

  • ଦେ. ବି — ନିରୂପିତ ସମୟରେ କୌଣସି କାର୍ଯ୍ୟ ନିଷ୍ପନ୍ନ ନ ହେବା; ନିର୍ଦ୍ଧାରିତ ସମୟର ଅତିକ୍ରମ — The passing of the fixed time
  • ଦେ. ବି — ଭବିଷ୍ୟତ୍ ସମୟରେ କୌଣସି ନିରୂପିତ କାର୍ଯ୍ୟ କରିବା ପାଇଁ ରଖାଯିବା — Putting off or adjournment of a matter for the future
  • ଦେ. ବି — ସମୟର ବୃଥା କ୍ଷେପଣ — Waste of time