କାଲ୍ହୁଡ଼ି Kālhuṟḍ̠i

  • ପ୍ରାଦେ. — (ସିଂହଭୂମ)—ବି. ସ୍ତ୍ରୀ.—ମାଈ ବାଛୁରୀ — She-calf
  • ପ୍ରାଦେ. — (ଗଡ଼ଜାତ) ବି. ପୁଂ. ଦାମୁଡ଼ି — A young bullock