କାଲ୍ବୁତ୍ Kālbut

  • ବୈଦେ. ବି. (ଇଂ. କଲ୍ଭର୍ଟ; ଫା. କାଲ୍ବୁଦ୍) — ଖିଲାଣ — An arch
  • ବୈଦେ. ବି. (ଇଂ. କଲ୍ଭର୍ଟ; ଫା. କାଲ୍ବୁଦ୍) — ଖିଲାଣ ଗଢ଼ିବା ପାଇଁ ଗଢ଼ାଯିବା ମାଟି କାଠ ଆଦିର— ପିଣ୍ଡ ବା ଛାଞ୍ଚ — A wooden or earthen frame to build an arch
  • ବୈଦେ. ବି. (ଇଂ. କଲ୍ଭର୍ଟ; ଫା. କାଲ୍ବୁଦ୍) — ଜୋତା ତିଆରି କରିବାର କାଠ ଫର୍ମା — Shoemaker's last
  • ବୈଦେ. ବି. (ଇଂ. କଲ୍ଭର୍ଟ; ଫା. କାଲ୍ବୁଦ୍) — ସଡ଼କ ତଳେ ପାଣି ଯିବା ପାଇଁ କରା ଯାଇଥିବା ଖିଲାଣ— ଯୁକ୍ତ ଛୋଟ ପୋଲ — A small masonry arched bridge under a road