କାଲୁଆ Kāluā

  • ଦେ. ବି. — ହାତଗୋଡ଼ ସଂକୁଚିତ ହୋଇ ଗତିହୀନ ହେବା ବାତବିକାରବିଶେଷ; ବାତବିକାର — A disease contracting the limbs and making them frigid; paralysis
  • ଦେ. ବି. — ଜାଡ଼୍ୟ; ଜଡ଼ତା — Inertness
  • ଦେ. ବିଣ — ଶୀତଳ; କାକରିଆ — Very cool; frigid
  • ଦେ. ବିଣ — ଜଡ଼; ଅଚଳ — Stationary; inert; motionless
  • ଦେ. ବିଣ — ବାତରୋଗ ଯୋଗୁଁ ଅଚଳାଙ୍ଗ — Palsied; paralysed
  • ଦେ. ବିଣ — ସ୍ପର୍ଶଶକ୍ତିରହିତ — Benumbed