କାଲିଜାଫଟା Kālijāphaṭā

  • ଦେ. ବିଣ — ବୁକୁଫଟା; ଅତିଶୟ ପରିଶ୍ରମ ସାଧ୍ୟ — Requiring utmost labour
  • ଦେ. ବିଣ — ଧୈର୍ଯ୍ୟଲୋପକାରୀ — That which takes away one's fortitude or forbearance