କାଲୁଆ ମନ୍ତ୍ର Kāluā mantra

  • ଦେ. ବି — ଯେଉଁ ମନ୍ତ୍ର ପ୍ରୟୋଗଦ୍ୱାରା ଶରୀରର ଅଙ୍ଗ— ପ୍ରତ୍ୟଙ୍ଗ ଜଡ଼ ହୋଇ କଷ୍ଟ ଅନୁଭବ କରିବାର ଶକ୍ତି ରହିତ ହୁଏ — A magical incantation which makes the body inert and insensible to pain