କାଲିକା Kālikā

  • ଦେ. ବିଣ — ଗତ ବା ଆଗାମୀ କାଲି ଘଟିଥିବା ବା ଘଟିବା — Relating to or happening yesterday or tomorrow
  • ଦେ. ବିଣ — ଅଳ୍ପ ଦିନ ହେଲା ଜନ୍ମିଥିବା ବା ହୋଇଥିବା — Recent; born a few days ago
  • ଦେ. ବିଣ — (ଯଥା—କାଲିକା ଯୋଗୀ ଶିରରେ ଜଟା—ହିନ୍ଦି, ଢଗର ଅନୁକରଣ।)