କାଲାଆଦ୍ମୀ Kālāādmī
- ବୈଦେ. ବି. (ଶ୍ୱେତାଙ୍ଗଙ୍କ ବ୍ଯବହୃତ ହିନ୍ଦୀ; ସଂ. କାଳ=ହି. କାଲା+ଫା. ଆଦ୍ମୀ) — କୃଷ୍ଣବର୍ଣ୍ଣ ଶରୀରବିଶିଷ୍ଟ ବ୍ଯକ୍ତି — A black-skinned person
- ବୈଦେ. ବି. (ଶ୍ୱେତାଙ୍ଗଙ୍କ ବ୍ଯବହୃତ ହିନ୍ଦୀ; ସଂ. କାଳ=ହି. କାଲା+ଫା. ଆଦ୍ମୀ) — ଶ୍ୟାମଳ ବର୍ଣ୍ଣବିଶିଷ୍ଟ ବ୍ଯକ୍ତି — A dark-complexioned person
- ବୈଦେ. ବି. (ଶ୍ୱେତାଙ୍ଗଙ୍କ ବ୍ଯବହୃତ ହିନ୍ଦୀ; ସଂ. କାଳ=ହି. କାଲା+ଫା. ଆଦ୍ମୀ) — ଭାରତୀୟ ଓ ନିଗ୍ରୋ ବ୍ଯକ୍ତି — An Indian or a Negro