କାଲିଆ Kāliā
- ପ୍ରା. ଦେ. (ସମ୍ବଲପୁର) ବିଣ. — କାଳିଆ; କୃଷ୍ଣବର୍ଣ୍ଣବିଶିଷ୍ଟ — Black
- ପ୍ରା. ଦେ. (ସମ୍ବଲପୁର) ବିଣ. — କୃଷ୍ଣବର୍ଣ୍ଣ ଦେହବିଶିଷ୍ଟ; କୃଷ୍ଣକାୟ — Black complexioned
- ପ୍ରା. ଦେ. (ସମ୍ବଲପୁର) ବିଣ. — ବୈଦେ. ବି. (ଆ. କାଲିଆ)
- ପ୍ରା. ଦେ. (ସମ୍ବଲପୁର) ବିଣ. — ମାଛ ବା ମାଂସର ତରକାରୀ — Curry of fish or meat